Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibyajyoti Mohanty

Comedy

2  

Dibyajyoti Mohanty

Comedy

ଅଜ୍ଞାତବାସ

ଅଜ୍ଞାତବାସ

1 min
1.2K


ଅଜ୍ଞାତବାସ

 

କାହିଁ କେଉଁଠି ତୁମେ କରିଛ ଅଜ୍ଞାତବନବାସ

 

ତୁମକୁ ଝୁରି ମନଟା ଲୁହର ବନ୍ୟାରେ ଦିଏ ଝାସ

 

ଆଗୋ ପ୍ରିୟା ରାଜହଂସୀ ତୁମେ ଫେରିଆସ

 

ବୋଳିଦିଅ ତନୁମନେ ପ୍ରେମର ପରଷ

 

ତୁମ ବିନା ଯେ ଲୋତକ ବନ୍ୟା ହୁଏ ବାରମାସ

 

କିପରି ଯେ ତୁମେ ପାଅନି ତାହାର ଆଭାସ

 

ତୁମକୁ ଖୋଜିବାକୁ ବାରମ୍ବାର କରେ ଅନେକ ପ୍ରୟାସ

 

ହେଲେ ସବୁଥର ପରି ହେବାକୁ ହୁଏ ହତାସ

 

ତୁମକୁ ପାଇଲେ ରହିବନି କିଛି ଅବଶୋଷ

 

ବୋଧେ ସେଥିପାଇଁ ତୁମର ଏ ପରିହାସ

 

ଦିବ୍ୟଜ୍ୟୋତି ମହାନ୍ତି

 

ମୋ-୭୩୭୭୫୧୦୨୫୪


Rate this content
Log in

Similar oriya poem from Comedy