Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
7.0K


ତମେ ତେବେ କ'ଣ ମାୟା ଥିଲ

ଗୋଟିଏ ରାତିର ?

ଚିରସବୁଜ ଆଶୀର୍ବାଦ ମିଛ ଥିଲା

ତୁମ ନୀଳ ଆଖିର ?

କାଇଁ ଆଜି ଫିକା ଦିଶେ ମୋ ଲାଲ ଓଠ

ଖନଖନ କରେ ସେ ଭଙ୍ଗା ଚୁଡି ଦି' ପଟ ?

ଏବେ କହିବନି ଜମା

"ଖୁବ୍ ଭଲପାଏ ତୁମକୁ"

ତୁମ ବିନା ମୁଁ ଅଧା....

ଭଲ ରୂପେ ଜାଣେ ମୁଁ

ତୁମ ମିଛ କହିବାର କାରଣ

କାଳେ ଭାଙ୍ଗିଯିବି ଅଭ୍ର ପରି

ତେଣୁ ବାଛିଲ ବାଟ ଏକ

ସହଜ ଓ ସୁବିଧା...।


Rate this content
Log in