Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରଶ୍ନବାଚୀ
ପ୍ରଶ୍ନବାଚୀ
★★★★★

© Neelima Nivedita Behera

Others

1 Minutes   6.9K    6


Content Ranking

ତମେ ତେବେ କ'ଣ ମାୟା ଥିଲ

ଗୋଟିଏ ରାତିର ?

ଚିରସବୁଜ ଆଶୀର୍ବାଦ ମିଛ ଥିଲା

ତୁମ ନୀଳ ଆଖିର ?

କାଇଁ ଆଜି ଫିକା ଦିଶେ ମୋ ଲାଲ ଓଠ

ଖନଖନ କରେ ସେ ଭଙ୍ଗା ଚୁଡି ଦି' ପଟ ?

ଏବେ କହିବନି ଜମା

"ଖୁବ୍ ଭଲପାଏ ତୁମକୁ"

ତୁମ ବିନା ମୁଁ ଅଧା....

ଭଲ ରୂପେ ଜାଣେ ମୁଁ

ତୁମ ମିଛ କହିବାର କାରଣ

କାଳେ ଭାଙ୍ଗିଯିବି ଅଭ୍ର ପରି

ତେଣୁ ବାଛିଲ ବାଟ ଏକ

ସହଜ ଓ ସୁବିଧା...।

ରାତି ଓଠ ଅଭ୍ର

Rate the content


Originality
Flow
Language
Cover design

Comments

Post


Some text some message..