Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସମୟର ଲୁଚକାଳି
ସମୟର ଲୁଚକାଳି
★★★★★

© Sasmita Acharya

Others

1 Minutes   6.9K    4


Content Ranking

ବିଧିର ବିଧାନେ ବନ୍ଧା

ନିତି ହୁଏ ପରା

ଏଇ ଛାର ଜୀବନ

ମୂଲ ଅବା ମୂଲ୍ୟ

କିଛି ବି ନ ଥାଏ

ଯାହା ଖୋଜୁ ଥାଏ ମନ ||

କିଛି ମିଳେ ଏଠି

ଭାଗ୍ୟର ବଳରେ

କିଛି ମିଳେ ପୁଣି କର୍ମରେ

କିଛି ମିଳି ପୁଣି

କିଛି ହଜିଯାଏ

ସମୟର ଲୁଚକାଳିରେ||

ବିଧିର ବନ୍ଧା ମନ

Rate the content


Originality
Flow
Language
Cover design

Comments

Post

Some text some message..