ସମୟର ଲୁଚକାଳି
ସମୟର ଲୁଚକାଳି
1 min
6.9K
ବିଧିର ବିଧାନେ ବନ୍ଧା
ନିତି ହୁଏ ପରା
ଏଇ ଛାର ଜୀବନ
ମୂଲ ଅବା ମୂଲ୍ୟ
କିଛି ବି ନ ଥାଏ
ଯାହା ଖୋଜୁ ଥାଏ ମନ ||
କିଛି ମିଳେ ଏଠି
ଭାଗ୍ୟର ବଳରେ
କିଛି ମିଳେ ପୁଣି କର୍ମରେ
କିଛି ମିଳି ପୁଣି
କିଛି ହଜିଯାଏ
ସମୟର ଲୁଚକାଳିରେ||