Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ଫୋନି

ଫୋନି

1 min
125


ଫୋନି ତୁମେ ଯିବା ପରେ

ଘର ଆଜି ମୋର ଲାଗେ ଖାଲି ଖାଲି

ଅଗଣା ମୋର ଖାଲି

ଶିକ୍ଷା ଦେଇଗଲ ଓଡ଼ିଶା ବାସିଙ୍କୁ

କେହି ପାରିବେନି ଭୁଲି ।


ମହଲ ମହଲରେ ସବୁ ଖାଲି ଖାଲି

ବହୁମୂଲ୍ୟ ଗଲା ଚାଲି

ଗାଁରେ ଗାଁରେ କିଛି ନାହିଁ ଆଉ 

ନକହି ଆସିଛ ଚାଲି ।


ସୁନୁ ସାନ ଆଜି ମହଲ ସାରା

ପଶୁ ପକ୍ଷି ଗଲେ ଚାଲି

କେତେ କିଏ ମଲେ କେତେ ଗଲେ

ସହର ସାରା ଖାଲି ।


ରିଲିଫି ସାମଗ୍ରୀ ବଣ୍ଟନ ଚାଲିଛି ଖାଲି

ଇତିହାସ ହୋଇ ରହିଗଲା

ରିଲିଫି ବଣ୍ଟନ ଦୁର୍ନୀତି ଛାଲିଛି ଖାଲି

ଛଟପଟ ହେଇ ମୁଁ ମଲି ।


ସମାଧାନ କରି ନିଜର କମ ଆଦରି

କେହି ପାରିବେନି ଭୁଲି

ସଭିଙ୍କ ମନରେ ଦୁଃଖ ଭରି ଦେଇ

ନିଜେ ଗଲ ତୁମେ ଚାଲି ।



Rate this content
Log in