Audio

Forum

Read

Contests

Language


Write

Sign in
Wohoo!,
Dear user,
ମା ,ମାତୃଭାଷା ସୁରକ୍ଷିତ ବୋଲି
ମା ,ମାତୃଭାଷା ସୁରକ୍ଷିତ ବୋଲି
★★★★★

© Pranati Mahapatra

Others

1 Minutes   1.1K    4


Content Ranking

ମା ,ମାତୃଭାଷା ସୁରକ୍ଷିତ ବୋଲି 

 ସବୁଠି ତ ଶୁଭେ ନାରା,

ପ୍ରକୃତି,ଜଙ୍ଗଲ ସୁରକ୍ଷା ଯେ ଖାଲି 

  ଫାଇଲ ଭିତରେ ପରା।

ଫିତା କାଟି ସବୁ ଶୁଭାରମ୍ଭ ହୁଏ

  ପାଣି ପରି ବୁହେ ଟଙ୍କା,

ସମୟ ସ୍ରୋତରେ ସବୁ ଭାଷିଯାଏ

ସତେ ଏ ଆୱ।ଜ ଫାଙ୍କା।

ପ୍ରଣତି ମହାପାତ୍ର

ବାଲେଶ୍ୱର

ସୁରକ୍ଷା ଶୁଭାରମ୍ଭ ଫାଇଲ

Rate the content


Originality
Flow
Language
Cover design

Comments

Post


Some text some message..