ମା ,ମାତୃଭାଷା ସୁରକ୍ଷିତ ବୋଲି
ମା ,ମାତୃଭାଷା ସୁରକ୍ଷିତ ବୋଲି
1 min
1.2K
ମା ,ମାତୃଭାଷା ସୁରକ୍ଷିତ ବୋଲି
ସବୁଠି ତ ଶୁଭେ ନାରା,
ପ୍ରକୃତି,ଜଙ୍ଗଲ ସୁରକ୍ଷା ଯେ ଖାଲି
ଫାଇଲ ଭିତରେ ପରା।
ଫିତା କାଟି ସବୁ ଶୁଭାରମ୍ଭ ହୁଏ
ପାଣି ପରି ବୁହେ ଟଙ୍କା,
ସମୟ ସ୍ରୋତରେ ସବୁ ଭାଷିଯାଏ
ସତେ ଏ ଆୱ।ଜ ଫାଙ୍କା।
ପ୍ରଣତି ମହାପାତ୍ର
ବାଲେଶ୍ୱର