Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Classics Others

5.0  

Puspanjali Panda

Classics Others

ନିଆଁ

ନିଆଁ

1 min
276


ନିଆଁ ଉହ୍ମେଇରେ ଜୀବନ,

ଶେକିଶାକି ହୋଇ 

ଜାକିଜୁକି ହୋଇ

ଖୁସୀ ପାଳୁଅଛି ସପନ ।

ଦୁଃଖ ଦରାଣ୍ଡୁଛି ଉଷୁମ ,

ଅହରହ ଜଳେ ଜଠର ର ନିଆଁ

ସୁଖ ତ ଆକାଶକୁସୁମ ।

କିଏ ମଶାଣିର ମଡା ,

କିଏ ସଜାଉଛି ନିଜ କୋକେଇକୁ

ଆଉକିଏ ଦରପୋଡା ।

ଥାଉ ପଛେ ନିଆଁ ସେଜ ,

ଆସ୍ଥା ବିଶ୍ୱାସର ମାଟିରେ ବାହାରେ

ଅଙ୍କୁରିତ ଏକ ବୀଜ ।


Rate this content
Log in

Similar oriya poem from Classics