Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Fantasy Abstract

2  

Tapan Dixit

Fantasy Abstract

ପ୍ରତୀକ୍ଷା

ପ୍ରତୀକ୍ଷା

1 min
7.0K


ତୁମେ ସିନା ଚାଲିଗଲ 

ଲମ୍ବା ଲମ୍ବା ପାହୁଣ୍ଡ ପକାଇ ….

ହେଲେ ମୁଁ ଗଣୁଛି ମୋର 

କଣ୍ଟାପିଟା ଛାତି ଶବଦକୁ 

ଛଳ ଛଳ ଆଖିଲୁହ ପିଇ ,

ସରି ସରି ବେଦନାର ବାଲୁଚରେ 

ବସିଛି ମୁଁ ତୁମପାଇଁ .....

ପ୍ରତୀକ୍ଷାର ଗଣ୍ଠିଲି ମୁଣ୍ଡେଇ .... ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Fantasy