Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranita Swain

Romance

2  

Ranita Swain

Romance

ଜାଣିନି ତୁମେ କିଏ?

ଜାଣିନି ତୁମେ କିଏ?

1 min
6.9K


ଜାଣିନି ତୁମେ କିଏ?

କିନ୍ତୁ ତୁମକୁ ପ୍ରତି ମୂହୁର୍ତ୍ତରେ ଅନୂଭବ କରେ

ପ୍ରେମ କରେ

ତୁମ ପାଇଁ ଲୁହ ଝରି ଆସେ

ଖିଲି ଖିଲି ହସେ ||


ଉଦାସ ଆଖିରେ ଦିଗବଳୟ କୁ ଚାହିଁ ଦେଲେ ଥରେ

ତୁମେ କେଉଁଠି ଥାଅ କେଜାଣି

ବଜେଇ ଦିଅ...ସେଇ ସୁମଧୁର ସୂର

ହଜି ଯାଏ, ଭିଜି ଯାଏ...ମୁଁ

ସତରେ ତୁମେ ମୋ ଭିତରେ ଥିବା ବିଶ୍ବାସ ନା ଆଉ କଛି

ତୁମେ ମୋ ଆଶା

ମୋ ଭରଷା ||


ମୋତେ ଲାଗେ ନା ମୁଁ ତୁମ ବିନା

ନା ତୁମେ ମୋ ବିନା....... ||


ରନିତା


Rate this content
Log in