Audio

Forum

Read

Contests

Language


Write

Sign in
Wohoo!,
Dear user,
✿ ଏକା "ମୁଁ" ✿
✿ ଏକା "ମୁଁ" ✿
★★★★★

© Amiya Bej

Others

1 Minutes   6.7K    4


Content Ranking

✿ ଏକା "ମୁଁ" ✿

ହୃଦୟକୁ କରିଦିଅ 
ଏଯାଏଁ ଛୋଟ ,
ଧୂଳିକଣା ପରି, ବା'
ଆଉରି ଛୋଟ ହେଉପଛେ,
ଯେମିତି କି ମୁଁ ଅଣ୍ଟିଯିବି ଖାଲି ,
ଖୁନ୍ଦିଖାନ୍ଦି , ମୋଡିମାଡି ।
ନହେଲେ , ଏବେତ଼ -
ତୁମ ବିଶାଳତା ରେ
ହଜିଯାଉଛି ମୋ' ଅସ୍ତିତ୍ୱ ।୧।

ହୃଦୟକୁ କରିଦିଅ 
ଏଯାଏଁ ଛୋଟ ,
କାକରର ବିନ୍ଦୁ ପରି, ବା'
ଆଉରି ଛୋଟ ହେଉପଛେ,
ଯେମିତିକି ମୁଁ ରହିଯିବି ଖାଲି ,
ଭିଜିଭାଜି , ଡ଼ୁବିଡାବି ।
ନହେଲେ , ଏବେତ଼ -
ତୁମ ବିଶାଳତାରେ
ହଜିଯାଉଛି ମୋ' ଅସ୍ତିତ୍ୱ ।୨।

✿ ଏକା "ମୁଁ" ✿

Rate the content


Originality
Flow
Language
Cover design

Comments

Post


Some text some message..