Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Romance

2  

Jagabandhu Sahu

Romance

ଆସିଛି ପହିଲି ରଜ

ଆସିଛି ପହିଲି ରଜ

1 min
501


ହୃଦୟ ତରୁରେ ପ୍ରେମର ଦୋଳିଟେ

    ବାନ୍ଧିଛି ଗୋ ପ୍ରିୟା ଆଜି

ଖେଳୁଥିବ ସଦା ମୋ ହୃଦ ତରୁରେ

    ପ୍ରାଣ ପ୍ରିୟା ମୋର ସାଜି


ନାନା ପୁଷ୍ପ ଆଣି ସଜେଇ ତୁମକୁ

    କରି ମୋ ହୃଦୟ ରାଣୀ

ଦୁହେଁ ଝୁଲୁଥିବା ସେ ପ୍ରେମ ଦୋଳିରେ

    ଲେଖିବା ପ୍ରେମ କାହାଣୀ


ପ୍ରେମ କାହାଣୀର ତୁମେ ରାଣୀ ମୋର

     ମୁଁ ହେବି ତୁମର ରଜା

ପହିଲି ରଜର ପହିଲି ଛୁଆଁରେ

    ଖାଇବ ପ୍ରେମର ମଜା



Rate this content
Log in