ମୋ ପ୍ରିୟା-ଭାଗ ୧୦୬
ମୋ ପ୍ରିୟା-ଭାଗ ୧୦୬
1 min
281
ମୋ ପ୍ରିୟା କଜ୍ଜ୍ବଳ ତା କେଶ ଉଜ୍ଜଳ ବାଇଆ କଲା ଟୋକାଙ୍କୁ
ମୋ ହାତକୁ ଧରି ଗାଁ ଦାଣ୍ଡରେ ଚାଲି ପ୍ରମାଣ ଦେଲା ତାହାଙ୍କୁ
ତାର ଏହି ଧାରା ଦେଖି ସର୍ବହରା ମୁହଁକୁ ଲୁଚାଇଥିଲେ
ମଂଗଳ କାମନା କରି ସେହିମାନେ କୁଞବନ ସଜାଇଲେ
---------------------------
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ -ମାଟିର ମହକ