Audio

Forum

Read

Contests

Language


Write

Sign in
Wohoo!,
Dear user,
ମିଛରେ ଲୁଚିଛି ଭଲପାଇବା
ମିଛରେ ଲୁଚିଛି ଭଲପାଇବା
★★★★★

© Prasant Kumar Nath

Others

1 Minutes   1.4K    6


Content Ranking

ମିଛରେ ଲୁଚିଛି ଭଲପାଇବା

ପୁଅ ଯାଇଥିଲା ଖେଳିବା ପାଇଁକି

ମାଆକୁ ତାହାର କହି

ବାପା ପଚାରିବାରୁ କହୁଅଛି ମା

ଯାଇଛି ପଢିବା ପାଇଁ ।

ପୋଖରୀରେ ବୁଡ଼ ମାରି ମାରି ପୁଅ

ଥଣ୍ଡା ଯେବେ ଧରିନିଏ

ବରଷା ପବନ ଏହାର କାରଣ

ମାଆଟା ତାହାର କୁହେ ।

ମାଡ଼ପିଟି କରି ପୁଅଟାର କେବେ

ଆଣ୍ଠୁ ଗଣ୍ଠି ଗଲେ ଛିଡି

ମାଆ କହୁଥାଏ ଏମିତି ହୋଇଛି

ପଥରକୁ ଝୁଣ୍ଟି ପଡି ।

ମିଛ ମା ପୁଅ

Rate the content


Originality
Flow
Language
Cover design

Comments

Post


Some text some message..