Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ମିଛରେ ଲୁଚିଛି ଭଲପାଇବା

ମିଛରେ ଲୁଚିଛି ଭଲପାଇବା

1 min
1.4K


ମିଛରେ ଲୁଚିଛି ଭଲପାଇବା

ପୁଅ ଯାଇଥିଲା ଖେଳିବା ପାଇଁକି

ମାଆକୁ ତାହାର କହି

ବାପା ପଚାରିବାରୁ କହୁଅଛି ମା

ଯାଇଛି ପଢିବା ପାଇଁ ।

ପୋଖରୀରେ ବୁଡ଼ ମାରି ମାରି ପୁଅ

ଥଣ୍ଡା ଯେବେ ଧରିନିଏ

ବରଷା ପବନ ଏହାର କାରଣ

ମାଆଟା ତାହାର କୁହେ ।

ମାଡ଼ପିଟି କରି ପୁଅଟାର କେବେ

ଆଣ୍ଠୁ ଗଣ୍ଠି ଗଲେ ଛିଡି

ମାଆ କହୁଥାଏ ଏମିତି ହୋଇଛି

ପଥରକୁ ଝୁଣ୍ଟି ପଡି ।


Rate this content
Log in