ଶସ୍ତା କବିତା - 141
ଶସ୍ତା କବିତା - 141
ପୁଅର ଦରମା ଝିଅର ବୟସ
ପଚାରି ବୁଝନା ଶାସ୍ତ୍ର କହୁଛି
ସେ କାଳର କଥା ଚୁଲିକୁ ଗଲାଣି
ନ ମାଗୁଣୁ ବାୟୋଡାଟା ଆସୁଛି
ପ୍ରମୋଦ କୁମାର ଜେନା ©
ପୁଅର ଦରମା ଝିଅର ବୟସ
ପଚାରି ବୁଝନା ଶାସ୍ତ୍ର କହୁଛି
ସେ କାଳର କଥା ଚୁଲିକୁ ଗଲାଣି
ନ ମାଗୁଣୁ ବାୟୋଡାଟା ଆସୁଛି
ପ୍ରମୋଦ କୁମାର ଜେନା ©