ଧର୍ମକୁ ଆଖି ଠାର
ଧର୍ମକୁ ଆଖି ଠାର
1 min
6.5K
ଅଣ୍ଟିରେ ନିଆଁକୁ ଘୋଡାଇ ରଖିଲେ
ନିଶ୍ଚୟ ସେ ପୋଡି ଦେବ
ଯେତେ ଯତ୍ନ କର ଅଗ୍ନିର ଧରମ
କେବେ ସେ ଭୁଲି ନଯିବ
ଦୁଷ୍ଟ ବୁଦ୍ଧି ଅଟେ ଅଣ୍ଟି ନିଆଁ ପରି
ସଦା ମନରେ ରଖିବ
ଯେତେ ବି ଚତୁର ହୋଇଥାଅ ପଛେ
ରକ୍ଷା କେବେ ନପାଇବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)