Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

2  

Dr Jharana Satapathy

Inspirational

ସର୍ବେ ଭବନ୍ତୁ ସୁଖୀନଃ

ସର୍ବେ ଭବନ୍ତୁ ସୁଖୀନଃ

1 min
1.3K


ସର୍ବେ ଭବନ୍ତୁ ସୁଖୀନଃ

ହେ କ୍ଷମାମୟୀ ମା ଦୋଷ କ୍ଷମାକର
ଏ ବିଶ୍ବ ବ୍ରହ୍ମାଣ୍ଡ ଅଟଇ ତୋର
ସୁନ୍ଦର ସୃଷ୍ଟିର ତୁ ସର୍ଜନା କାରି
ଆମେ ସବୁ ବାଳୁତ ସନ୍ତାନ ତୋରି
ତବ ପାଦତଳେ ପ୍ରଣିପାତ ମୋର
ଏ ବିଶ୍ବବ୍ରହ୍ମାଣ୍ଡକୁ ପ୍ରଭୁ ସୁଖୀ କର

ଡକ୍ଟର ଝରଣା ଶତପଥି
ଭୁବନେଶ୍ବର


Rate this content
Log in