ଅନୁତପ୍ତ
ଅନୁତପ୍ତ
ପାପ ପଙ୍କିଳ ଏ ଶରୀର ମୋହର
ଇଚ୍ଛା ହୁଏ ପିଦେବା କୁ ଜହର ||
ଅନୁତପ୍ତ ମୁହିଁ ନାହିଁ ମୋର ଶକ୍ତି
ଭାବୁଛି କେମନ୍ତେ ପାଇବି ମୁଁ ମୁକ୍ତି ||
ଆହେ ମହାବାହୁ ଆହେ ଚକାଡୋଳା
ପାରି କର ମୋତେ ଏହି ପାପଭେଳା ||
ପାପ ପଙ୍କିଳ ଏ ଶରୀର ମୋହର
ଇଚ୍ଛା ହୁଏ ପିଦେବା କୁ ଜହର ||
ଅନୁତପ୍ତ ମୁହିଁ ନାହିଁ ମୋର ଶକ୍ତି
ଭାବୁଛି କେମନ୍ତେ ପାଇବି ମୁଁ ମୁକ୍ତି ||
ଆହେ ମହାବାହୁ ଆହେ ଚକାଡୋଳା
ପାରି କର ମୋତେ ଏହି ପାପଭେଳା ||