Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ପ୍ରେମ-୩

ପ୍ରେମ-୩

1 min
316



ଏ ଆଖି କୁ ବୁଝେଇ ଥିଲି

ତୋ ବାଟ ଆଉ ଚାହିଁବିନି ବୋଲି

ହେଲେ ମୋ ମନକୁ ମନେଇ ଥିଲି

ତୋ ପାଇଁ ଜମା ଝୁରିବିନି ବୋଲି

ମୁଁ ଆଉ ପାରୁନାହିଁ ପ୍ରିୟା

ମୋର ଏ ପ୍ରେମ

ଏ ଆଖି....

ଏ ମନ....

ଏ ଦେହ....

ଏ ପ୍ରାଣ....

ବୋଧେ ତୋରି ପାଇଁ ସାଥୀ

ଚାଲିଗଲ କହି

ମୋ କଥା ଆଉ ଭାଲିବୁନି ବୋଲି

ହେଲେ ଭୁଲିପାରୁ ନାହିଁ

ପ୍ରିୟା ....

ଭୁଲିପାରୁ ନାହିଁ....

ତୋ ଅମର ପ୍ରେମକୁ

ହୃଦୟ ସିନ୍ଧୁକରେ ସଜେଇ ରଖିଛି....

ପ୍ରେମର ପୂଜାରୀ ବଳରାମ ତରାଇ....


ବଳରାମ ତରାଇ

ଖୋର୍ଦ୍ଧା

୯୯୩୭୦୧୪୬୪୬


Rate this content
Log in