Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଇ ଜୀବନ
ଏଇ ଜୀବନ
★★★★★

© Sasmita Acharya

Inspirational

1 Minutes   6.9K    6


Content Ranking

ଦୁଇ ଟୋପା ଲୁହ

ମୁଠାଏ ସ୍ବପ୍ନ

ଚେନାଏ ହସ

ଏଇ ଜୀବନ

କୋଉଠି ମିଳେ

କୋଉଠି ହଜେ

କେତେ ଯେ ମୂଲଚାଲ୍

ଶରୀରଟା ଥଣ୍ଡା ପଡ଼ିଗଲେ

ସବୁକିଛି ପର ଆଉ ମୂଲ୍ଯହୀନ ||

ଶରୀର ସ୍ବପ୍ନ ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..