Audio

Forum

Read

Contests

Language


Write

Sign in
Wohoo!,
Dear user,
ହଁ ମୁଁ ଜୀଇଁବାକୁ ଚାହେଁ
ହଁ ମୁଁ ଜୀଇଁବାକୁ ଚାହେଁ
★★★★★

© Pramila Sahoo

Inspirational

1 Minutes   6.9K    14


Content Ranking

ହଁ ମୁଁ ଜୀଇଁବାକୁ ଚାହେଁ

ତୁମମାନଙ୍କ ପରି କିନ୍ତୁ

ନିଜ ଆଖି ଲୁହକୁ ଲୁଚାଇ

ଆଉ ପାରୁନାହିଁ ହସିବାର ଅଭିନୟକରି

ହେଲେ ଏଇ ହୃଦୟ ବାକୂଳ ଭାରି

କେତେ ପୂଜାର୍ଚ୍ଚନା ବଳରେ

ପାଇଥିଲି ସନ୍ତାନ ||


ଆଜି ଏଇ ବୁଢ଼ୀ କାଳେ

କରିଦେଲା ତାହାଠୁ ଅନେକ ଦୂର

ମନେ ପଡ଼ିଯାଏ ଯେବେ

ତାହା ପିଲା ଦିନର ସ୍ମୃତି

ବୋଉ ବୋଉ ଡାକ ଆଉ ଦୁଷ୍ଟାମୀ

ଆଖିରୁ ଲୁହହୋଇ ଯାଏ ବାହାରି.....||


ପ୍ରମିଳା ସାହୁ

ହଁ ମୁଁ ଜୀଇଁବାକୁ ଚାହେଁ ଆଖି ବୋଉ

Rate the content


Originality
Flow
Language
Cover design

Comments

Post


Some text some message..