ହଁ ମୁଁ ଜୀଇଁବାକୁ ଚାହେଁ
ହଁ ମୁଁ ଜୀଇଁବାକୁ ଚାହେଁ
ହଁ ମୁଁ ଜୀଇଁବାକୁ ଚାହେଁ
ତୁମମାନଙ୍କ ପରି କିନ୍ତୁ
ନିଜ ଆଖି ଲୁହକୁ ଲୁଚାଇ
ଆଉ ପାରୁନାହିଁ ହସିବାର ଅଭିନୟକରି
ହେଲେ ଏଇ ହୃଦୟ ବାକୂଳ ଭାରି
କେତେ ପୂଜାର୍ଚ୍ଚନା ବଳରେ
ପାଇଥିଲି ସନ୍ତାନ ||
ଆଜି ଏଇ ବୁଢ଼ୀ କାଳେ
କରିଦେଲା ତାହାଠୁ ଅନେକ ଦୂର
ମନେ ପଡ଼ିଯାଏ ଯେବେ
ତାହା ପିଲା ଦିନର ସ୍ମୃତି
ବୋଉ ବୋଉ ଡାକ ଆଉ ଦୁଷ୍ଟାମୀ
ଆଖିରୁ ଲୁହହୋଇ ଯାଏ ବାହାରି.....||
ପ୍ରମିଳା ସାହୁ