Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

Romance

1  

Neelima Nivedita Behera

Romance

ଏଣୁତେଣୁ

ଏଣୁତେଣୁ

1 min
1.2K


ବିଶ୍ଵାସକୁ ଆଖିରେ ଥାପିଥାଏ ବୋଲି ତ

କଜଳକୁ ମୋର ଡର

ବୋହିଯାଏ ଯଦି ସେ ଲୁହରେ ଥରୁଟେ

କାହାକୁ କହିବ ନିଜର ?

ହସିବାକୁ ଚାହିଁ ହସି ପାରିନି ବୋଲି ତ

ତୁମକୁ କୁହେ ମୁଁ ମୋର

କିନ୍ତୁ ନିରବି ଯାଅ ତୁମେ ଦୂର ଗଗନରେ

ହୋଇଯାଅ କାହିଁ ପର ?


Rate this content
Log in