Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arabinda Mishra

Classics

2  

Arabinda Mishra

Classics

ତୁମେ

ତୁମେ

1 min
394


ଫୁଲଟିଏ ହେଇ ଫୁଟିବା ଦିନଠୁ

ହୃଦର ବଢିଛି ଶୋଭା

ବାସଟି ତୁମର ଜାଣିଲା ଦିନଠୁ

ମନ ମୋ ହେଲାଣି ଲୋଭା


ଶୋଇନି ସେଦିନୁ,ସାଜିଛି ମାଳି

ପ୍ରହରା ଦଉଛି ନିତି

ଶୋଇଲେ ସପନେ କରୁଛ କଳି

ଏମିତି ତୁମର ପ୍ରୀତି



Rate this content
Log in