Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

1  

Pranati Mahapatra

Others

କେମିତି ଏ ସଂପର୍କ

କେମିତି ଏ ସଂପର୍କ

1 min
1.3K


ସଂପର୍କ ଗଢିବି ଭାବିଲି,

ଭାବନାରେ ପୂର୍ଣ୍ଣଛେଦ,

ସ୍ନେହ ପ୍ରେମ କେବେ ଉଣା ନୋହି ଥିଲା ,

କାହିଁକି ଆସିଲା ଖେଦ l

ତଥାପି ଏମିତି ସଂପର୍କ 

ଭାରି ଭଲଲାଗେ ,

ପାସୋରି ହୁଏନାହିଁ ,

ପାରେନାହିଁ ଜମା ଭୁଲି। 

ମୋ ଅଜାଣତେ ହୃଦ ଅଗଣାରେ

ସବୁବେଳେ ଆସେ ଚାଲି।

ଭାବୁଛି ଏବେ କି ପୁରୁଣା ସ୍ମୃତିକୁ

କରିବି କିଛି ପାଥେୟ,

ସେହି ଆଶାରେ ବି ଗଢିବ

ଗୋଟିଏ ସୁନାର ତାଜମହଲ

ହୋଇଲେ ନୂତନ ସୂର୍ଯ୍ୟ ଉଦୟ।

     ପ୍ରଣତି ମହାପାତ୍ର


Rate this content
Log in