Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତମ ବିନା  ।
ତମ ବିନା ।
★★★★★

© Ram Prasad Bisoi

Others

1 Minutes   6.4K    4


Content Ranking

ତମ ବିନା ।

ଆଧୁରା କୃଷ୍ଣ ପ୍ରାଣ । ଅତି ସୁନ୍ଦର, କିଛି ଅନୁଭୂତି, କିଛି ପ୍ରାଥନା କିଛି ଅଵଶୋଷ, ତଥାପି କୃଷ୍ଣ ପ୍ରାଣ ଖୋଜୁଛି ! ଜ୍ଞାନ ! ସମ୍ପର୍ପଣ ଭକ୍ତି ପ୍ରେମ ରସ , ଚୋକରର ନିରାଶତା ଅଣନିଶ୍ବାସୀ ଉଡାଣ ଭିତରେ ଶୀତଳ ମଧୁ ଚନ୍ଦ୍ରିକା, ତମେ ରାଧା ଗୋପରେ ଆଧୁରା ଧ୍ୟାନ ଏଠିବି ଅସମ୍ପୂର୍ଣ୍ଣ ସବୁ କିଛି ଆଧୁରା ପ୍ରିୟତମା, ଦିଗନ୍ତବ୍ୟାପ୍ତ,ଶୁନ୍ୟ ଆକାଶ ମଧୁପ୍ରାଣ କୃଷ୍ଣ ରାଧା ! ତମ ବିନା ।

କାଶ୍ୟପ । ତା-୧୬-୦୬-୧୬ ସକାଳ-୦୭-୪୦ ମି, ମଦୁରାଇ ।

ତମ ବିନା ।

Rate the content


Originality
Flow
Language
Cover design

Comments

Post

Some text some message..