Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Inspirational

2  

ଵଳରାମ ତରାଈ

Inspirational

ନାରୀ ପରି କେ ହେବ

ନାରୀ ପରି କେ ହେବ

1 min
251


ନାରୀ ନାହିଁ କାହାର ବଇରୀ ନାରୀ

ସଭିଙ୍କ ପାଇଁ ସେ ଜରୁରୀ

ନାରୀ ବିନା ମୁକତି ନାହିଁ 

ନାରୀ ସେ ଆମ ନୁହିଁ ସେ ଆମ ମା' ଲଖିମି

ବାଇ ଘରର କଥାକୁ ସେ ଭୁଝୁଛି

କୋଇଲି କାଉ ରାବିବା ଆଗରୁ ସେ ଉଠଇ

ସବୁ ଆମ କଥା ସେ ବୁଝଇ

ଆମ ପରିବାର ସମସ୍ତଙ୍କ ମନ

ସେ ଜାଣି ସଜାଡ଼ି ରଖେ

ସେ ନିତି ନୂଆ ନୂଆ ରାନ୍ଦିଦିଅ ଆମମନ ଲାଖି 

ଶାଶୁଘର ଲୋକଙ୍କ ମନ ଜାଣି ସେବା କରେ

ଶାଶୁଙ୍କର ସେ ମନ ନରଖି ଲୋଭ

ସମସ୍ତ କାମ ସେ କରଇ

ଏମିତି ତା ବିନା ହେବ କିଏ ସେ ସରି

ନିଜକୁ ବୁଝିବାକୁ ସେ ପାଏନି ବେଳ

ତଥାପି ସେ ଖୁସି ହୁଅଇ

ତା ପରି ଦୁଖିନି ଜଗେତେ ନାହିଁ 

ଘରକାମ ସହ ବାହର କାମ ସେ ସାରି

ମନ୍ଦିରକୁ ଯାଏ ବାହାରି 

କରଇ ସେ ନିତି ଉପବାସ ଆମ

ସେ କରେ କେତେ ବାରମାସରେ ତେର ଉପବାସ

ହାଲିଆ ଅଳସ ତାହାର ନାହିଁ

କାହା କଥା ସେ ଭୁଲେନାହିଁ ସେ ଯେ

ଦିଅଁଙ୍କୁ ସଦା ପୂଜଇ ନିତିଦିନ 

ଚାରିକାନ୍ଥେ ସେ ବନ୍ଧା ଆଜି

ତା ଦୁଃଖକୁ କିଏ ଭୁଝିଛି

ନାରୀ ନୁହଁ ସେ ଆମ ଜଗତ ମାତା

ନିର୍ଯ୍ଯାତନା ଆଉ ସହି ସହି

ଆଇନ ସହ ସେ ଚଳଇ ଆମରି ଲାଗି ସାଜେ ସେ

ମୂଲିଆଣୀ ନାରୀ କାମ ଠାରୁ ପାଇଲଟ ଚଡିବା 

ନାରୀର ମହତ୍ତ୍ବ ଯେ ବୁଝିଲା

ଦୁନିଆରେ ସବୁ ଖୁସି ତାକୁ ମିଲିଲା

ନାରୀର ସେବା ଆଜି ମହାନ ବୋଲି

ସର୍ବତ୍ର ତା ଗୁଣ ଚାଲିଛି 

ସଂସାର ଗଢିବା ତାରି ଲାଗି 

ସମସଙ୍କୁ ସେ ଆପଣାରଭାବି

ସବୁ ଦୁଃଖକୁ ସେ ତା ଛାତିରେ ସେ

ହସି ହସି ସହିଯାଏ 

ସେ ନାରେ ସେ ନାରୀ ।


Rate this content
Log in

Similar oriya poem from Inspirational