Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

2  

Santosh Pattnayak

Others

ପ୍ରୀତି ସୁମନ

ପ୍ରୀତି ସୁମନ

1 min
6.8K


ଭକତି ସୁମନ କରେ ଅରପଣ

    ଘେନହେ ନନ୍ଦ ନନ୍ଦନ

 ସଂସାର ମରୁରେ ତୁମେ ମୋ' ଆସରା

     ଚରଣେ ପ୍ରଣତି ଘେନ.....

 ନିଶ୍ଵାସକୁ ମୋର କି'ଅଛି ବିଶ୍ଵାସ

    ଅଢ଼େଇ ଦିନ ଜୀବନ

 ମରଣ ଛୁଇଁଲେ ଶୂନ ଧନ,ଜ୍ଞାନ

    ଯଶ ଆଉ ସ୍ଵାଭିମାନ....

ମନ ବୃନ୍ଦାବନେ ଆସ ପ୍ରଭୁ ତୁମେ

   ପ୍ରୀତିରେ କର ନିମଗ୍ନ

 ଆଶାରେ ଆଶାରେ ଆଶା ମୋ' ବଳିଛି

     ଆକୁଳିତ ମନପ୍ରାଣ....।


Rate this content
Log in