Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

2  

Neelima Nivedita Behera

Romance

ଉପହାର

ଉପହାର

1 min
7.0K


ଆକାଶୁ ଓହ୍ଲାଇ ଆସିଥିଲା ଆଜି ଦ୍ଵିତୀୟା ଜହ୍ନ

ଧାଡ଼ି ଧାଡ଼ି ନିଅନ୍ ଲାଇଟ୍ ଭିତରେ ବି

ଖୁବ୍ ଉଜ୍ଵଳ ଦିଶୁଥିଲା ତା' ଚେହେରା

ମୋ ସାଙ୍ଗରେ କେଇ ଘଡ଼ି

ସେ ବସିଲା, ହସିଲା ଆଉ ଖୁବ୍ ଗପିଲା...

ବଢାଇ ଦେଲି ପର୍କ ଚକୋଲେଟ୍ ଯେତେବେଳେ

ଖୁସିରେ ତାକୁ ବି ନେଇ ପାଖରେ ରଖିଲା...

ଗଲାବେଳେ ମୋ ଗାଲରେ

ଚୁମା ନୁହେଁ ମ !

ଏଇ ଭଉଁରୀଟାକୁ ଉପହାର ଦେଇ ଗଲା....


Rate this content
Log in

Similar oriya poem from Romance