Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Inspirational Others Abstract

3  

Ram Prasad Bisoi

Inspirational Others Abstract

କାଶ୍ୟପଙ୍କ ଆଜିର କବିତା

କାଶ୍ୟପଙ୍କ ଆଜିର କବିତା

1 min
7.0K


ଛୋଟିଆଯାତ୍ରା, ବେଶ ଭଲ ଲାଗେ, ତୁମ ସ୍ମୃତିରେ

ଛୋଟିଆଯାତ୍ରା, ଶୀତୁଆ ସକାଳ ମେଘାଚ୍ଛନ ଆକାଶ, ସବୁଜ ଖେତେ-ହସୁଛି-ଧାନକେଣ୍ଡା, ଚାଷୀର ଭୟ, ଧାନ ପୋକକୁ- ବିଷ ପିଇ ଆତ୍ମହତ୍ୟା କରିବାକୁ, ସରକାରୀ ସହାନୁଭୁତିର ଚାଦର ଘୋଡ଼ି ହେବାକୁ, ନିୟୁସ ହେଡ ଲାଇନ ବନିବାକୁ,

ନଇ ପଠାରେ ଖେଳୁଛି ଦୋଳି ,କାଶତଣ୍ଡି ଫୁଲ ଚଇତିର ଚଇତାଳ ସହ,

କବିତା-ମନସ୍କ କବି ଭାବି ଚାଲିଛନ୍ତି

ଅସରାଏ ଅଦିନିଆ ବର୍ଷାରେ ଯଦି ଭିଜିଗଲେ ତନୁ ମନ କୁଆଡେ କେବେ ଧୋଇ ହୋଇଯାଏ...


Rate this content
Log in