Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଆସିଲା ବାୟା

ଆସିଲା ବାୟା

1 min
212



ଆସିଲା ବାୟା କରିବାକୁ ମାୟା ,

ନାହିଁ ତାହାର କୌଣସି ଛାୟା |୧|


କାୟା ବିନା ମାରୁଛି ଏଇଠି ସେଇଠି ଡିଆଁ,

ବହୁ ଶୀଘ୍ର ଡରିକି ପଳାଏ ଦେଖିକି ନିଆଁ |୨|


ଯାହାର ନାଆଁ ଶୁଣି ଭୟ କରନ୍ତି ସବୁ ଛୁଆ,

ଏହି ଉପଯୁକ୍ତ ଉପକାର୍ଯ୍ୟ କଥା ଜଣେ ପ୍ରତି ମାଆ |୩|


ଅନ୍ଧାର ହେଉଛି ଭୂତ ପିଶାଚୀର ନିବାସ,

ଦୁର୍ଗମ ନିର୍ଜନ ଗମନାଗମନ ରେ ଏହାର ହୁଏ ଆଭାସ |୪|


ମଧ୍ୟରାତ୍ରି ରେ ଯେବେ ଶୁଭେ କୌଣସି ପଦଚାରଣ ଧ୍ୱନି,

ଛୋଟ ପିଲା କେବଳ ଖୋଜନ୍ତି ବୋଉଙ୍କ ସୁରକ୍ଷିତ ପଣତକାନି |୫|


ଡରିବାର ନାହିଁ ଶୁଣି ବାୟାର ଭୀତିଜନକ ବାଣୀ,

ଶୁଣେଇଦେବାର ଅଛି ଯାହାକୁ ହନୁମାନ ଚାଳିଶାର ଅମୃତବାଣୀ |୬|


Rate this content
Log in