Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଆତ୍ମସମୀକ୍ଷା

ଆତ୍ମସମୀକ୍ଷା

1 min
245




ହାରିଛି କେତେ ଜିତିଛି କେତେ

ହିସାବ ଅଛି ବାକି

ଚାଲିବି ପୁଣି ଆଗକୁ କେତେ

ପାରିନି କେବେ ମାପି ।।(୧)


ହର୍ଷ ବିଷାଦ ଚାଖିଛି କେତେ

ପଡି ଉଠିଛି କେତେ

ଜୀବନର ଏଇ ରଂଗମଂଚେ

ଏକାକୀ ଚାଲିଛି ସତେ ।।(୨)


ଆସିଛି ଏକା ଯିବି ମୁଁ ଏକା

କେହି ନ ଥିବେ ପଥେ

ପ୍ରତି ମୁହୂର୍ତ୍ତେ ଜଗତ ନାଥ

ରହିଥିବେ ମୋ ସାଥେ।।(୩)


Rate this content
Log in