Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Fantasy Abstract Inspirational

2  

Ram Prasad Bisoi

Fantasy Abstract Inspirational

ବନ୍ଧୁ ନମସ୍କାର

ବନ୍ଧୁ ନମସ୍କାର

1 min
6.5K


ନମସ୍କାର ,

ହାତ ଯୋଡି ତୁମକୁ,

ବାମ ପାପୁଲି କହୁଛି 

ଏଇ ଦେଖ, 

ତୁମ ହୃଦୟରେ ଅଛି ମୁଁ

ଡାହାଣ ପାପୁଲି କହୁଛି

ମୋ ହୃଦୟରେ ତୁମେ ଅଛ

ଯୋଡି ଦେଲା ପରେ

ଉଭୟ ଉଭୟଙ୍କ ହୃଦୟରେ 

ଅଛେ ଚିରକାଳ,

ଅନ୍ତତଃ, 

ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ

ପ୍ରଯ୍ୟାପ୍ତ ବନ୍ଧୁତାର ଆମ୍ଭରକୁ ଦେଇ 

ଦ୍ୱାହି,

ଅଭିବାଦନ 

ତୁମକୁ ମୋର ହୃଦୟର ସହ------------!

©®କାଶ୍ୟପ

ରାମ ପ୍ରସାଦ ବିଶୋଇ,

ରାୟଗଡା


Rate this content
Log in

Similar oriya poem from Fantasy