Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ଅତୣପ୍ତ ଆତ୍ମା

ଅତୣପ୍ତ ଆତ୍ମା

1 min
160


   

ତୁମେ ମୋତେ ଭୁଲ ବୁଝିଲ

ଆଉ କାହାର ହାତ ଧରିଲ

ପର କଥା ଶୁଣି ଅପମାନ କଲ

ଏମିତି କି ଜୀବନ ବି ଛଡାଇଲ ।

କିନ୍ତୁ ତୁମେ ମୋତେ ଶ୍ମଶାନ ନେଲନି

କି ମିଛ କଳଙ୍କ ଲଦିବା ବି ଭୂଲିଲନି

ମୋତେ ଆପଣାର କରିପାରିଲନି

କି ଶାନ୍ତିରେ ମରିବାକୁ ବି ଦେଲନି ॥

ଆଜି ମୁଁ ଅଶରୀରୀ ଅବୁଝା ଆତ୍ମା

ତୁମକୁ ଶିକ୍ଷା ଦେବାକୁ ଘୁରି ବୁଲୁଛି

ନୁଆ ପତ୍ନୀଟିକୁ ବିଧବା ସଜାଇବାକୁ

ପ୍ରତିଶୋଧ ନିଆଁରେ ମୁଁ ଜଳୁଛି ॥

ତୁମକୁ ମୁଁ ଆଇନ ହାତରେ ଦେବିନି

କି ଅବା ସହଜରେ ବି ମାରିବିନି

ମୋ ଶକ୍ତିର ସାମର୍ଥ୍ୟକୁ ଦେଖାଇବି

ମୋ ପାଖକୁ ଆଣିବା ଜମା ଭୁଲିବିନି ।


      


Rate this content
Log in