Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptirekha Samantaray

Tragedy

2  

Diptirekha Samantaray

Tragedy

**ଆଖିର ଲୁହ**

**ଆଖିର ଲୁହ**

4 mins
1.5K


ଆଖିର ଲୁହକୁ କେବେ ପଚାରିଛ
ତାର ଠିକଣା ଟା କଣ,
କୋଉଠୁ ବିନା ନିମନ୍ତ୍ରଣରେ ପସରା
ଧରି  ଧାଇଁ ଆସୁଛି,
ମନ କୁ ଭିଜାଇ ,ଅସହ୍ୟ ଯନ୍ତ୍ରଣା 
ହୃଦୟରେ ଭରି ଦେଉଛି,
ତତଲା ଲୁହରେ ତନୁ ମନ କୁ
ଜାଳି ଦେଉଛି,
ନିରବରେ ବହି ଯାଉଛି ଲୁହ,
କିଛି କହୁନି ସତ ,
ହେଲେ ବୁଝିବାକୁ 
ଚେଷ୍ଟା କଲେ ସବୁ ବୁଝି ପାରିବ ।


Rate this content
Log in

Similar oriya poem from Tragedy