Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Others

2  

Prasanjit Sahoo

Others

ଆଷାଢ଼ର ଜହ୍ନ

ଆଷାଢ଼ର ଜହ୍ନ

1 min
6.9K



          (1)
ଆଷାଢ଼ର ବହଳ ବଉଦ ଭିତରେ 
ମୁରୁକି ହସୁଛି ଜହ୍ନ ।
ଦଉଛି ଝାପସା ଆଲୁଅ ହେଲେ 
କିଣିଛି ବଉଦର ମନ ।
           (2)
ବଉଦ ଛାତିରେ ଆଉଜି ରହି 
ଦେଖୁଛି ଅନେକ ସ୍ବପ୍ନ 
ଅଷାଢର ଏହି ଶୀତଳତା ପାଇଁ 
ଆଜି ଅଲୋଡା ସାଜିଛି ଜହ୍ନ ।
          (3)
ଡରଉଛି ପ୍ରତି ମୁହୂର୍ତ୍ତରେ ତାକୁ 
ମୌସୁମୀର ଖବର 
ହେଲେ ସେ ବୁଝୁନି 
ଆଜିବି ଧରା ତା' ପାଇଁ  ଆତୁର ।

ପ୍ରସନଜିତ ସାହୁ,ନାଉଗାଁ ହାଟ , ଜଗତସିଂହପୁର


Rate this content
Log in