Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଷାଢ଼ର ଜହ୍ନ
ଆଷାଢ଼ର ଜହ୍ନ
★★★★★

© Prasanjit Sahoo

Others

1 Minutes   6.8K    6


Content Ranking


          (1)
ଆଷାଢ଼ର ବହଳ ବଉଦ ଭିତରେ 
ମୁରୁକି ହସୁଛି ଜହ୍ନ ।
ଦଉଛି ଝାପସା ଆଲୁଅ ହେଲେ 
କିଣିଛି ବଉଦର ମନ ।
           (2)
ବଉଦ ଛାତିରେ ଆଉଜି ରହି 
ଦେଖୁଛି ଅନେକ ସ୍ବପ୍ନ 
ଅଷାଢର ଏହି ଶୀତଳତା ପାଇଁ 
ଆଜି ଅଲୋଡା ସାଜିଛି ଜହ୍ନ ।
          (3)
ଡରଉଛି ପ୍ରତି ମୁହୂର୍ତ୍ତରେ ତାକୁ 
ମୌସୁମୀର ଖବର 
ହେଲେ ସେ ବୁଝୁନି 
ଆଜିବି ଧରା ତା' ପାଇଁ  ଆତୁର ।

ପ୍ରସନଜିତ ସାହୁ,ନାଉଗାଁ ହାଟ , ଜଗତସିଂହପୁର

ଆଷାଢ଼ ବଉଦ ଜହ୍ନ

Rate the content


Originality
Flow
Language
Cover design

Comments

Post


Some text some message..