Audio

Forum

Read

Contests

Language


Write

Sign in
Wohoo!,
Dear user,
ଜହ୍ନ ଆଜି ଆସିଥିଲା ଅଗଣାକୁ ମୋର
ଜହ୍ନ ଆଜି ଆସିଥିଲା ଅଗଣାକୁ ମୋର
★★★★★

© Neelima Nivedita Behera

Others

1 Minutes   6.7K    4


Content Ranking

ଜହ୍ନ ଆଜି ଆସିଥିଲା ଅଗଣାକୁ ମୋର

ହାତ ଧରି ପଚାରିଲା,

କାହିଁ ପାଇଁ କରିଛୁ; ମନ ଊଣା ତୋର ?

ସେ କି ଭଲା ଜାଣେ

ସାଜେ ମୁଁ ଯେ ଚାତକ ତା’ ଆଗମନର

ସେ କି ଭଲା ଜାଣେ

ତାରାମାନେ ବି ନିରର୍ଥକ ତା’ ବିନା

ଅସଂପୂର୍ଣ୍ଣ ହେଇଯାଏ ଆକାଶ ଅନ୍ଧାର !  

ଜହ୍ନ ଚାତକ ମନ

Rate the content


Originality
Flow
Language
Cover design

Comments

Post


Some text some message..