Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ପ୍ରତ୍ୟହ

ପ୍ରତ୍ୟହ

1 min
6.9K


ପ୍ରତ୍ୟୟ

ପ୍ରତିଲିପି ଓ ପ୍ରତିଛବି,

ଅତୀତର......... !

ମନେ ପକାଇବାକୁ ବାଧ୍ୟକରେ,

ଅନୁଡା ଅବିବାହିତ ପ୍ରେମିକା

ପାଳିଥିବା ସାବିତ୍ରୀ ବ୍ରତା

ଲୁଚାଇ ପ୍ରେମିକ ନାମେ

ଲଗାଇଥିବା ଆସ୍ଥାର

ଟୋପାଏ ସିନ୍ଦୂର,

ଆଉ ସେଇ ପ୍ରେମିକାର

ଭୁଲି ବି ନ ଭୁଲିବାର

ପ୍ରେମର ପ୍ରତ୍ୟୟ l


Rate this content
Log in

Similar oriya poem from Inspirational