Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Inspirational Abstract Others

2  

SIPRA NAMTA

Inspirational Abstract Others

ମୋ ସୌଧର ଦେବୀ

ମୋ ସୌଧର ଦେବୀ

1 min
6.8K


ମୋ ସୌଧର ଦେବୀ ତୁମେ 

କି ରୂପେ କରିବି ତବ ବନ୍ଦନ  ,

ତଵ ପ୍ରେମ ପୁଷ୍ପେ ପ୍ରଫୁଲ୍ଲ ବଦନେ

ସୁରଭିତ ଏ ଜୀବନାୟନ ।

ମୋ ସୌଧର ଦେବୀ ତୁୁମେ 

କି ରୂପେ କରିବି ତୁମକୁ ଅର୍ପଣ

ତବ ପ୍ରତିଦାନେ କୁୁୁସୁମିିିତ ମୋର 

ବାଲ୍ୟ, କୈଶୋର, ଯୌବନ ।

ସୌଧ  ଦେବାଳୟ  ,ସୌଧ  ପ୍ରାସାଦର

ସୌଧ  ସୌଧରେ ଶୋଭିତ  

ଦେବୀ ମାନମୟୀ , ଦେବୀ ମୄନ୍ମୟୀ  

ଦେବୀ ମୟ ଏ ଜଗତ ।


Rate this content
Log in

Similar oriya poem from Inspirational