Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ମନ ମୋର କଲୁ ଚୁନା

ମନ ମୋର କଲୁ ଚୁନା

1 min
155


ମନମୋର ଅଟେ କାଚ ଘର ପରି 

 ଭାଙ୍ଗି କରି ଦେଲୁ ଚୁନା 

ଭଲ ପାଇ ବାହାନ କରି ତୁ ଜୀବନ

 କରିଦେଲୁ ଚୁନା ଚୁନା ।


ଭଲପାଇ ଭୁଲିଗଲୁ ମିଛ କହି ଠକି 

 ଖାଲି କଲୁ ତୁ ବାହାନା

ସ୍ବପ୍ନ ଦେଖେଇ ତୁ ନିଦ ଭାଙ୍ଗି ଦେଲୁ 

  ଭଲ ତୁମେ ପାଉନା।

ଛାତିରେ ମୋର ମାରିଲୁ ଛୁରା ତୁମେ

 ଜୀବନକୁ କଲ ଚୁନା ।

 

ପବିତ୍ର ପ୍ରେମକୁ ଅପବିତ୍ର କରି ଦେଇ 

 ଦେଇଗଲୁ ଖାଲି ବାହାନା

ଆଉ କେବେ ହେବନି ଆମର ଦେଖା

 ଛଟପଟ କରି ମାରନା।

ଶେଷ ଦେଖା ଆମ ଶେଷ ଏ ଦେଖା

 ଭୁଲି ତମକୁ ପାରେନା।



Rate this content
Log in