Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଅଭିମାନୀ ମୁଁ ଅଭିସାରିକା

ଅଭିମାନୀ ମୁଁ ଅଭିସାରିକା

1 min
1.8K


ମହାସ୍ମୀତା


ଅଭିମାନୀ ମୁଁ ଅଭିସାରିକା,

କାହାପାଇଁ ଝୁରିମରେ,

ସ୍ଵପ୍ନରେ ତୋଳେ ସ୍ମୃତିର ନଅର,

ଏଇ ମଧୁଶାଳା ପୁରେ l

ମନ ମୋ ଖୋଜୁଛି ମନର ମଣିଷ

ନିଦାଘ ଚଇତ ପାଖେ,

ଶୁଷ୍କ ମରୁଭୂମି ଶୋଷ ନାହିଁ ମୋରm

ମରୀଚିକା ଚିତ୍ର ଆଙ୍କେ l

ନିଦାଘ ମୋ ଘରେ ନିଇତି କୁଣିଆ,

ବୈଶାଖର ମହୋତ୍ସବ,

ଜଞାଳମୟ ଜୀବନେ ମୋହର,

ହସ ଆଞୁଳିଏ ଦେବ।


Rate this content
Log in