ଏଣୁତେଣୁ -୨୦୧୭(୧୧)
ଏଣୁତେଣୁ -୨୦୧୭(୧୧)
ଶୀତ ଦିନ ମାନେ ଇ'
କୁହୁଡିରେ ଦିଶିବନି ଆଗକୁ ରାସ୍ତା
କାକରରେ ଓଦା ହେବ ଦେହ ଆଉ ମୁଣ୍ଡ
ତା' ବୋଲି କ'ଣ
କମିଯିବ ରାସ୍ତାର ଗହଳି
ନା ବନ୍ଦ ହେବ
କେଉଁଠି ଗୋଟାଏ ପହଞ୍ଚିବା ଉଦେଶ୍ୟରେ
ଚାଲୁଥିବା ପଥଚାରୀଙ୍କ ପ୍ରତିଯୋଗୀତା ?
ଶୀତ ଦିନ ମାନେ ଇ'
କୁହୁଡିରେ ଦିଶିବନି ଆଗକୁ ରାସ୍ତା
କାକରରେ ଓଦା ହେବ ଦେହ ଆଉ ମୁଣ୍ଡ
ତା' ବୋଲି କ'ଣ
କମିଯିବ ରାସ୍ତାର ଗହଳି
ନା ବନ୍ଦ ହେବ
କେଉଁଠି ଗୋଟାଏ ପହଞ୍ଚିବା ଉଦେଶ୍ୟରେ
ଚାଲୁଥିବା ପଥଚାରୀଙ୍କ ପ୍ରତିଯୋଗୀତା ?