Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଙ୍କା ବଙ୍କା - 112
ଅଙ୍କା ବଙ୍କା - 112
★★★★★

© Pramod Kumar Jena

Others

1 Minutes   7.3K    9


Content Ranking

ଏ ପଟୁ ଦି ଥର         ସେ ପଟୁ ଦି ଥର

ଘରକୁ ମାରୁଛି ଝାଡୁ

ଘରଣୀଟା ମୋର            ଆକଟି କହୁଛି

(ଏତେ) ବଳ ଆସୁଛି କୁଆଡୁ


କହିଲି-

ସରକାରୀ ଆଉ           ଭଡା ଘର ଠାରୁ

ନିଜ ଘର ଲାଗେ ସ୍ୱର୍ଗ

ଚଟାଣରେ ତାର       ଶୋଇଗଲେ ଥରେ

ଛାଡି ଚାଲିଯାଏ ରୋଗ

ପ୍ରମୋଦ କୁମାର ଜେନା©

ଘର ଘରଣୀ ରୋଗ

Rate the content


Originality
Flow
Language
Cover design

Comments

Post

Some text some message..