ଅଙ୍କା ବଙ୍କା - 112
ଅଙ୍କା ବଙ୍କା - 112
1 min
7.2K
ଏ ପଟୁ ଦି ଥର ସେ ପଟୁ ଦି ଥର
ଘରକୁ ମାରୁଛି ଝାଡୁ
ଘରଣୀଟା ମୋର ଆକଟି କହୁଛି
(ଏତେ) ବଳ ଆସୁଛି କୁଆଡୁ
କହିଲି-
ସରକାରୀ ଆଉ ଭଡା ଘର ଠାରୁ
ନିଜ ଘର ଲାଗେ ସ୍ୱର୍ଗ
ଚଟାଣରେ ତାର ଶୋଇଗଲେ ଥରେ
ଛାଡି ଚାଲିଯାଏ ରୋଗ
ପ୍ରମୋଦ କୁମାର ଜେନା©