Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Abstract Inspirational

2  

Chittaranjan Lenka

Abstract Inspirational

ପ୍ରଶ୍ନ ପାହାଡକୁ

ପ୍ରଶ୍ନ ପାହାଡକୁ

1 min
6.8K


ନଦୀ ଖୋଜୁଥାଏ    ସାଗର ସାନ୍ନିଧ୍ୟ

ସାଗର ବି ଖୋଜେ ନଈ

ହେଲେ କେଉଁ ଲାଭ  ପାହାଡ ଲଭଇ

ନଦୀ ପଥ ଅଟକାଇ???


ନିଜେ ପ୍ରାଣ ହୀନ     ବୋଲିରେ ପାହାଡ

ନଦୀ ପ୍ରାଣକୁ ଜଳାଉ

ପ୍ରାଣ ନେବା ନୁହଁ     ପ୍ରାଣ ଦେବା ବଡ

ବୁଝିବୁ ଅବା ତୁ କାହୁଁ???


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in