ଏ କ'ଣ ମଣିଷ ସମାଜ ?
ଏ କ'ଣ ମଣିଷ ସମାଜ ?
1 min
1.2K
ମଣିଷ ବୁଝେନାହିଁ ମନର ମୂଲ୍ୟ
ପାଇଥାଏ ଆଘାତ ପ୍ରତିଦିନ
ଯାହାକୁ ସେ ଭାବେ ଅତି ନିଜର
ସିଏ ଛାଡିଦିଏ ହାତ ତା'ର
ଏ କ'ଣ ମଣିଷ ସମାଜ ?
- ପ୍ରମିଳା ସାହୁ