Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୮୮

ଜୀବନ ଗୀତା-୩୮୮

1 min
124


ସମୟ ସୁଧାରି ନିଏ ସବୁକିଛି

ଜୀବନତ ଘାଣ୍ଟିହୁଏ ମିଛିମିଛି ॥୦॥

ଅସହ୍ୟ ଝାଞ୍ଜି ସଞ୍ଜକୁ ହୁଏ

ଚୋରା ଚଇତାଳି

ଲମ୍ବା ଶୀତରାତି ଶେଷେ ଉଏଁ

ସୂର୍ଯ୍ୟ ସୁନେଲି

ଅନ୍ଧାର ଅଛିତ ଆଲୋକ ବି ଅଛି ॥୧॥

ଶ୍ରାବଣ ବର୍ଷା ବିତିଲେ ଆସେ

ଫୁଲର ଫଗୁଣ

ଦୁଃଖଦିନ ପରେ ବଢେ ଖୁସି

ସତେକି ଛଗୁଣ

ପୃଥିବୀରେ ଚିରସ୍ଥାୟୀ ନୁହେଁ କିଛି ॥୨॥


Rate this content
Log in