Audio

Forum

Read

Contests

Language


Write

Sign in
Wohoo!,
Dear user,
ସାବିତ୍ରୀ
ସାବିତ୍ରୀ
★★★★★

© Padmalaya Mishra

Others

1 Minutes   6.7K    5


Content Ranking

ପବିତ୍ର ବନ୍ଧନ ଏ ଦାମ୍ପତ୍ୟ

ଦି ଟା ସମ୍ପୂର୍ଣ୍ଣ ଅଲଗା ମଣିଷ

ହେଇଯାନ୍ତି ଏକ ମନ ଏକ ଆତ୍ମା

ଭଲପାଇବା ମାଟିରେ ବିଶ୍ୱାସ ଜଳରେ

ମଝିରେ ମଝିରେ ବସନ୍ତ ମଳୟ ଛୁଇଁଯାଏ

ଏଇ ଯେମିତି ସାବିତ୍ରୀ ବ୍ରତ ରୂପେ

ସ୍ତ୍ରୀ ସର୍ବ ଶୁଭ ମନାସି ବ୍ରତ ବିଧି କରେ

ସ୍ଵାମୀ ଆବଶ୍ୟକତା ପୂର୍ଣ୍ଣ କରି

ଜଣେଇ ଦିଏ ମୁଁ ଅଛି ତୁମ ସାଥିରେ

ପ୍ରତି ମୂହୁର୍ତ୍ତରେ....

ମୃତ୍ୟୁ ଆମକୁ ଅଲଗା କରି ଦେଇପାରେ

ଏଇ ପାର୍ଥିବ ରୂପରେ

କିନ୍ତୁ ଅଲଗା କରି ପାରିବନି ଆତ୍ମାକୁ

ନା ଇହକାଳେ ନା ପରକାଳେ ..... ।।


ପଦ୍ମାଳୟା

ବନ୍ଧନ ବ୍ରତ ଆତ୍ମା

Rate the content


Originality
Flow
Language
Cover design

Comments

Post


Some text some message..