Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

2  

Padmalaya Mishra

Others

ସାବିତ୍ରୀ

ସାବିତ୍ରୀ

1 min
6.8K


ପବିତ୍ର ବନ୍ଧନ ଏ ଦାମ୍ପତ୍ୟ

ଦି ଟା ସମ୍ପୂର୍ଣ୍ଣ ଅଲଗା ମଣିଷ

ହେଇଯାନ୍ତି ଏକ ମନ ଏକ ଆତ୍ମା

ଭଲପାଇବା ମାଟିରେ ବିଶ୍ୱାସ ଜଳରେ

ମଝିରେ ମଝିରେ ବସନ୍ତ ମଳୟ ଛୁଇଁଯାଏ

ଏଇ ଯେମିତି ସାବିତ୍ରୀ ବ୍ରତ ରୂପେ

ସ୍ତ୍ରୀ ସର୍ବ ଶୁଭ ମନାସି ବ୍ରତ ବିଧି କରେ

ସ୍ଵାମୀ ଆବଶ୍ୟକତା ପୂର୍ଣ୍ଣ କରି

ଜଣେଇ ଦିଏ ମୁଁ ଅଛି ତୁମ ସାଥିରେ

ପ୍ରତି ମୂହୁର୍ତ୍ତରେ....

ମୃତ୍ୟୁ ଆମକୁ ଅଲଗା କରି ଦେଇପାରେ

ଏଇ ପାର୍ଥିବ ରୂପରେ

କିନ୍ତୁ ଅଲଗା କରି ପାରିବନି ଆତ୍ମାକୁ

ନା ଇହକାଳେ ନା ପରକାଳେ ..... ।।


ପଦ୍ମାଳୟା


Rate this content
Log in