Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବୋଲକରା
ଅବୋଲକରା
★★★★★

© Ajaya Mahala

Others

1 Minutes   6.6K    8


Content Ranking

ଯାତ୍ରୀ ମୁଁ

ମଳୟର ବାସ୍ନା ବାରି ଚାଲେ

ଘଡି ମାରି ଉଠୁଥିବା

ଜହ୍ନର ଅନ୍ଧାରରେ

କେବେ ବସିଯାଏ

ସୁନ୍ଦର ପାହାଡ ସେପଟେ ||


ଯେଉଁଠି ଚମ୍ପା ଫୁଲ ଝରେ

ପୁଣି କେବେ ଚାଲେ ଏକାନ୍ତରେ

ଟାଙ୍ଗରା ପ୍ରାନ୍ତରେ

ବିକ୍ଷିପ୍ତ ହୋଇ ପଡ଼ିଥିବା

ମଲା ଗୋରୁ ମୁଣ୍ଡ ଙ୍କ ଭିତର ଦେଇ

ଯାଇଥିବା ପାଦଚଲା ରାସ୍ତାରେ ||


କ୍ଷୁବ୍ଧ ଅବୋଲକରା ମୁଁ

କଥା ମାନେନା ତୋର

ତଥାପି ତୋ ପଛେ ପଛେ ଚାଲେ ||


ଅବୋଲକରା ଯାତ୍ରୀ ଫୁଲ

Rate the content


Originality
Flow
Language
Cover design

Comments

Post


Some text some message..