Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Others

2  

Ajaya Mahala

Others

ଅବୋଲକରା

ଅବୋଲକରା

1 min
6.6K


ଯାତ୍ରୀ ମୁଁ

ମଳୟର ବାସ୍ନା ବାରି ଚାଲେ

ଘଡି ମାରି ଉଠୁଥିବା

ଜହ୍ନର ଅନ୍ଧାରରେ

କେବେ ବସିଯାଏ

ସୁନ୍ଦର ପାହାଡ ସେପଟେ ||


ଯେଉଁଠି ଚମ୍ପା ଫୁଲ ଝରେ

ପୁଣି କେବେ ଚାଲେ ଏକାନ୍ତରେ

ଟାଙ୍ଗରା ପ୍ରାନ୍ତରେ

ବିକ୍ଷିପ୍ତ ହୋଇ ପଡ଼ିଥିବା

ମଲା ଗୋରୁ ମୁଣ୍ଡ ଙ୍କ ଭିତର ଦେଇ

ଯାଇଥିବା ପାଦଚଲା ରାସ୍ତାରେ ||


କ୍ଷୁବ୍ଧ ଅବୋଲକରା ମୁଁ

କଥା ମାନେନା ତୋର

ତଥାପି ତୋ ପଛେ ପଛେ ଚାଲେ ||



Rate this content
Log in